Thursday, September 3, 2026

ଅନାଥର ନାଥ ଅଶରଣର

ଅନାଥର ନାଥ ଅଶରଣର ନାଥ ଜୟ ଶ୍ରୀଜଗନ୍ନାଥ ତୋର ନାଥ ମୋର ନାଥ ବିଶ୍ୱର ନାଥ ଶ୍ରୀଜଗନ୍ନାଥ ପାଦ ପାଦକରେ ସଂସାରର ଜଞ୍ଜାଳ ଅଥଳ ଅକୂଳ ଭରସା ରଖିଥା ତାରିବେ ଶଙ୍ଖ ଚକ୍ର ଗଦା ପଦ୍ମ ହସ୍ତ

No comments:

Post a Comment