Sunday, September 13, 2026

କାହିଁକିରେ ପାତକୀ ମୂଢ଼

କାହିଁକିରେ ପାତକୀ ମୂଢ଼ ମନ ଅଧାଗଢାଙ୍କୁ ଏତେ ଝୁରି ହେଉଛୁ ଦାଢ୍ୟତା ଭକ୍ତିକୁ ନିକଟ ନିଷ୍କାମ ପ୍ରେମକୁ ସନ୍ନିକଟ ଛନ୍ଦା ଚରଣ ଦଣ୍ଡଟେ ତ ସେବି ନାହୁଁ ଜରା ବ୍ୟାଧି ଜୀର୍ଣ୍ଣ ଶୀର୍ଣ୍ଣ ଜନକ ଜନନୀ ହାତ ବଢ଼େଇଲେ ଛୁଇଁବୁକି ବ୍ରହ୍ମାନନ୍ଦ ବ୍ରହ୍ମଦାରୁ ଲକ୍ଷ୍ମୀ ନାରାୟଣ

No comments:

Post a Comment