Sunday, September 13, 2026

ନିରବ ରହି ତୁମ୍ଭେ ବହୁତ କହିଦେଲ

ନିରବ ରହି ତୁମ୍ଭେ ବହୁତ କହିଦେଲ ହେ ଚକାଡୋଳା କାଳିଆ ଭ୍ରମରର ଛନ୍ଦା ଚରଣ ହୃଦୟ କମଳକୁ ଚୁମୁଛି କାନ୍ଦି କାନ୍ଦି ଆଖି ଲୁହରେ ବୁଡି ଯାଉଛି ହେ ବନମାଳୀ କଳା ଶ୍ରୀମୁଖ ଅମୃତ ଅଧର ବଂଶୀ ସ୍ବନକୁ ଆତ୍ମା ଝୁରୁଛି

No comments:

Post a Comment