Saturday, September 5, 2026

ତୁଣ୍ଡ ଗୋବିନ୍ଦ ହରେ

ତୁଣ୍ଡ ଗୋବିନ୍ଦ ହରେ ବୋଲ ଗୋପଳ ହରେ ବୋଲ ପହଣ୍ଡି ବିଜୟ ବେଶ ଦେଖିବା ଚରଣ ବେଗେ ଚାଲ ହସ୍ତ ସର୍ବାଙ୍ଗେ ବୋଳି ପକା ବଡଦାଣ୍ଡ ଶରଧା ବାଲି ନୟନେ ଦେଖିବା ଭଗବାନ ଭକ୍ତକୁ କରୁଛି କୋଳ

No comments:

Post a Comment