Saturday, September 5, 2026

ହେ ଗୋବିନ୍ଦ ତୁମ୍ଭ ଚରଣ ପଡିଲେ

ହେ ଗୋବିନ୍ଦ ତୁମ୍ଭ ଚରଣ ପଡିଲେ କୋଟି ତୀର୍ଥ ଛନ୍ଦା ଚରଣ ଛୁଇଁଦେଲେ ଇନ୍ଦ୍ରିୟ ବିକାର ବ୍ୟର୍ଥ ହେ ବ୍ରହ୍ମଦାରୁ ସୂର୍ଯ୍ୟ ଚନ୍ଦ୍ର ଅପଲକ ଚକାଡୋଳା ଛନ୍ଦା ଚରଣରେ ଆଶ୍ରା ମାଗେ ତୁମ୍ଭେ ପୁରୁଷାର୍ଥ

No comments:

Post a Comment