Thursday, September 3, 2026

ନିରବ ରହି ତୁମ ଅପଲକରେ

ନିରବ ରହି ତୁମ ଅପଲକରେ ବହୁତ କହିଦେଲ ଶ୍ରୀପୁରୁଷୋତ୍ତମରୁ ଫେରି ଦିନ ରାତି ମୁଁ ଭାବୁଛି ଆତ୍ମା ରହିଗଲା ହେ ଚକାଡୋଳା ତୁମରି ଠାରେ ଆଖିର ଲୁହରେ ତୁଳସୀ ଗୁନ୍ଥିଲେ ମାଳା ଭିଜୁଛି

No comments:

Post a Comment