Sunday, September 13, 2026

ଉଦାର ପଣରେ କିଏ ସେ ସରିକି

ଉଦାର ପଣରେ କିଏ ସେ ସରିକି ତୁମ୍ଭଙ୍କୁ କଳା ସାଆନ୍ତ ଭକତି ରଜୁରେ ବାନ୍ଧିଲେ ଭକ୍ତ ଚନ୍ଦନ ନ ପାର ଖୋଲି ତାରିବା ପଣରେ କିଏ ସରିକି ତୁମ୍ଭଙ୍କୁ ହେ ସରିକି ମାଧବ ଅଧାଗଢା ଆସ ବାଇଶିପାହାଚରେ ଭକ୍ତ ପାଖକୁ ଚାଲି

No comments:

Post a Comment