Sunday, September 6, 2026

ଆଜି ବି କଣ ଶ୍ୟାମ ସୁନ୍ଦର

ଆଜି ବି କଣ ଶ୍ୟାମ ସୁନ୍ଦର ଆସିବେ ନାହିଁ ମୋର ପୁରକୁ ପ୍ରାଣ ସଖୀରେ ହାତ ଗୁନ୍ଥା ମଲ୍ଲି ମାଳ କେତେ ହୁଏ ଦୁଃଖୀ ଆଖି ବିଛେଇ ମୋର ଆତ୍ମା ଚାହିଁ ରହିଛି ଚରଣ ପଖାଳିବ ରାଧାକୁ ଅତି ନିରାଶ କରି ନୀଳାଦ୍ରୀନାଥ ହେବେ କି ସୁଖୀ

No comments:

Post a Comment