Sunday, September 6, 2026

ଶ୍ରୀରାଧା ରାଧା ଅଭାଗିନୀ

ଶ୍ରୀରାଧା ଅଭାଗିନୀ ନାରୀ କେମିତି ଆସି ପାରିବି ହେ ଶ୍ୟାମ ଜୀବ ପ୍ରେମିକା ପରା ହୋଇ ଯାଇଅଛି ଶରୀର ଚନ୍ଦ୍ରସେଣାର ଶ୍ରୀରାଧା ଏବେ ବି ସ୍ପଷ୍ଟ ଶୁଣି ପାରୁଛି ମୋହନ ବଂଶୀର ଧ୍ୱନି ଆତ୍ମା ଲୋଟିବ ଛନ୍ଦା ଚରଣ କରୁଣା ହେଲେ ସପ୍ତ ଫେଣାର

No comments:

Post a Comment