Sunday, September 6, 2026

ଶ୍ରୀରାଧା ପାଦ ସିନା ମଥାରେ ଥୋଇବ

ଶ୍ରୀରାଧା ପାଦ ସିନା ମଥାରେ ଥୋଇବ ମୋତେ ସ୍ବପ୍ନରେ ଦେଲ ନାହିଁ ବି ଦେଖା ପତିତପାବନ ବୋଲିକି କେମିତି ଡାକିବି ଚକାଡୋଳା ତୁମ୍ଭେ ପରା ପାଣ୍ଡଵଙ୍କ ସଖା

No comments:

Post a Comment