Wednesday, September 2, 2026

ମୋହନ ଅଧରରେ ଥାଇ ମୋ ପ୍ରାଣ ଖିଆ ବଂଶୀରେ

ମୋହନ ଅଧରରେ ଥାଇ ମୋ ପ୍ରାଣ ଖିଆ ବଂଶୀରେ ରାଧେ ରାଧେ ବୋଲି ଆଉ ଏଡିକି ଆତୁରେ ଡକାନା ନ ଜାଣୁ କିବା ଘରେ ମୋର ଶାଶୁ ନଣନ୍ଦଙ୍କର ଗଞ୍ଜଣା ଶ୍ୟାମଙ୍କୁ କହିଦେ ଆଉ ସହି ନ ହୁଏ ବିରହ ବେଦନା

No comments:

Post a Comment