Wednesday, September 2, 2026

ସମଦର୍ଶୀ ହେଲେ କେମିତି ଚଳିବି ହେ ଚକାଡୋଳା

ସମଦର୍ଶୀ ହେଲେ କେମିତି ଚଳିବି ହେ ଚକାଡୋଳା ହେ ପତିତପାବନ ସଂସାରରେ ମୁଁ ସବୁଠାରୁ ଦୁଃଖୀ ପାଞ୍ଚାଳୀ ଅହଲ୍ୟା ଗଜକୁ ଆପଣ ଉଦ୍ଧାର କରିଛନ୍ତି ଛନ୍ଦା ପାଦରେ ଶିର ରଖିବାକୁ ଦେଲେ ହେବି ସୁଖୀ

No comments:

Post a Comment