Sunday, September 13, 2026

ପ୍ରାରବ୍ଧ ହୋଇଲା ପାଦର ଶିକୁଳି ହେ ବ୍ରହ୍ମଦାରୁ

ପ୍ରାରବ୍ଧ ହୋଇଲା ପାଦର ଶିକୁଳି ହେ ବ୍ରହ୍ମଦାରୁ ପତିତ ପାବନ ବାଇଶି ପାହଚେ ନ ପାରେ ଚଳି ଚକାଡୋଳା ଅଧାଗଢା ବଢ଼ା ଅଭୟ ଛନ୍ଦା ପାଦ ବଡ଼ଦାଣ୍ଡ ଶରଧା ବାଲିରେ ପାପୀ କରୁଛି ଅଳି

No comments:

Post a Comment