Sunday, September 13, 2026

ଶ୍ରୀକ୍ଷେତ୍ର ଶିରୀ ମହାଲକ୍ଷ୍ମୀ

ଶ୍ରୀକ୍ଷେତ୍ର ଶିରୀ ମହାଲକ୍ଷ୍ମୀ ହୋଇଲେ ମୋର ସଉତୁଣୀ ଦିବସ ନିଶି ଝୁରି ମଲା ବନମାଳୀଙ୍କୁ ଶ୍ରୀରାଧା ଗଉଡ଼ୁଣୀ ଆଚାଣ୍ଡାଳ ବ୍ରାହ୍ମଣ ଛନ୍ଦିଲେ ନବଧା ଭକ୍ତିରେ କେଶବଙ୍କୁ ଭେଟ ହେବ କୃପା କଲେ କମଳା କାଖରେ କୃପା ଗଉଣି

No comments:

Post a Comment