Sunday, September 6, 2026

ଓଡ଼ିଆଣୀ ବେଶ ଅପଲକ ଚକାଡୋଳା ପରମ ହଂସ

ଓଡ଼ିଆଣୀ ବେଶ ଅପଲକ ଚକାଡୋଳା ପରମ ହଂସ ନାକରେ ନାକ ଚଣା ଆତ୍ମା ଲୋଭା ଶ୍ରୀ ଶ୍ୟାମସୁନ୍ଦର ବଡ଼ ସିଂହାର ବେଶ ଅପାଦ ବ୍ରହ୍ମଦାରୁ ଓଁକାର ଶବଦ ବକ୍ଷରେ ଭୃଗୁ ବ୍ରାହ୍ମଣ ପାଦ ଚିହ୍ନ ଉଦାର ନୀଳମନ୍ଦର

No comments:

Post a Comment