Sunday, September 6, 2026

ଆଗୋ ମାଆ ଶ୍ରୀଗୋବିନ୍ଦ ସହୋଦରୀ ଦୁର୍ଗା

ଆଗୋ ମାଆ ଶ୍ରୀଗୋବିନ୍ଦ ସହୋଦରୀ ଦୁର୍ଗା କରୁଣା ପରିପୂର୍ଣ୍ଣ ତ୍ରିନେତ୍ରା ଶୁଣ ମୋ ଦୟିନୀ ବାଇଶି ପାହାଚ ଚଢିବାକୁ ସମ୍ପୂର୍ଣ୍ଣ ଅକ୍ଷମ ରାମ ଚାହିଁ ଦିଅ ଶ୍ୟାମ ପାଦରେ ମନ ହେଉ ଚଇନି

No comments:

Post a Comment