Friday, September 4, 2026

ନିଷ୍କାମ ପ୍ରେମ ବାଣ୍ଟିବାକୁ

ନିଷ୍କାମ ପ୍ରେମ ବାଣ୍ଟିବାକୁ ତୁମ୍ଭ ଅବତାର ହେ ଗୋବିନ୍ଦ ସୂର୍ଯ୍ୟ ଶଶୀ ଅପଲକ ଚକାଡୋଳାରେ ପରିପୂର୍ଣ୍ଣ ଅମୃତ ଜାଗ୍ରତ ଶୟନ ସ୍ୱପ୍ନ ସୁଷୁପ୍ତିରେ ରୁକ୍ମଣୀ ହୃଦକୁ ଖୋଜୁଛି ଥରୁଟେ ଛନ୍ଦା ପାଦ ଛୁଇଁବାକୁ ଦିଅ ଥିବାବେଳେ ଜୀବିତ

No comments:

Post a Comment