Friday, September 4, 2026

ନବ ଦ୍ୱାରକୁ ନିରୋଧି

ନବ ଦ୍ୱାରକୁ ନିରୋଧି ଚକାଡୋଳାଙ୍କର ଅପେକ୍ଷାରେ ହେ ରାଧିକା ହୃଦୟ ମଧୁସୂଦନ ଥରେ ଦିଅନ୍ତୁ ଦର୍ଶନ ଷଡ ବିକାରଙ୍କୁ ଦୁରେଇ ଏଗାର ଇନ୍ଦ୍ରିୟଙ୍କୁ ବୁଝେଇଛି ଜନ୍ମାଷ୍ଟମୀରେ ଆରତି କରିବୁ ଦେବକୀ ପ୍ରାଣ ପାବନ

No comments:

Post a Comment