Wednesday, September 2, 2026

ତୋର ଚକାଡ଼ୋଳାରେ ମୋର ନୟନ ମିଳିଗଲେ

ତୋର ଚକାଡ଼ୋଳାରେ ମୋର ନୟନ ମିଳିଗଲେ ଭାବ ଅଙ୍କୁରେ ଯେସନେ ନାରିକେଳ ପ୍ରଥମ ଚଅଁର ତୋର ମୋର ଭାବ ଅତି ନିଆରା ହେ ଚକାଡୋଳା ଯେହ୍ନେ ସଦ୍ୟ ପ୍ରସ୍ଫୁଟିତ କମଳରେ ତୃଷାର୍ତ୍ତ ଭଅଁର

No comments:

Post a Comment