Wednesday, September 2, 2026

କିଏ ମାଗୁଥାଏ ଧନ ଜନ ସମ୍ମାନ

କିଏ ମାଗୁଥାଏ ଧନ ଜନ ସମ୍ମାନ କିଏ ମାଗେ ଜୀବନ ଶତ୍ରୁରୁ ମୁକ୍ତି ତୁମ୍ଭେତ ମୋର ସର୍ବସ୍ୱ ଜଗନ୍ନାଥ ଛନ୍ଦା ଚରଣରେ ସଦା ରହୁ ମତି

No comments:

Post a Comment