Sunday, September 6, 2026

ପଇଡ ଭିତରେ ଜଳ

ପଇଡ ଭିତରେ ଜଳ ନାକ ପୁଡାରେ ବାୟୁ ଜୀବନ ରନ୍ଧନ ଚୁଲିରେ ଅଗ୍ନି ସକଳ ଆଧାର ଭୂମି ଜୀବନ ସବୁରି ମଥାରେ ଆକାଶ ପଞ୍ଚ ଭୁତ ବ୍ରହ୍ମାଣ୍ଡ ଜୀବନ ଛନ୍ଦା ଚରଣେ ରଖ ମୋ ଜୀବନ ହେ ବଂଶୀ ବଦନ

No comments:

Post a Comment