Sunday, September 6, 2026

ବ୍ରହ୍ମ ଅପୂଜା ଶିବ ଲିଙ୍ଗ

ବ୍ରହ୍ମ ଅପୂଜା ଶିବ ଲିଙ୍ଗ କୃଷ୍ଣ ବ୍ରହ୍ମଦାରୁ ଅଧାଗଢା ପାଦ ନାହିଁ କମଳା ସେବିତ ଅଭୟ ଚରଣେ ଶରଣ ଦିଅ ହେ ପଦ୍ମନାଭ ମନ୍ତ୍ର ଦୀକ୍ଷା ଛଡା ଫୁଲ ଭୋଗ ବିକାର ଆଡେଇ ଧାଇଁ ଆସିଛି ବାଇଶି ପାହାଚ ତଳେ ବସା ହେ ଯଶୋଦା ଜୀବନ ବୁଝ ଭାବ

No comments:

Post a Comment