Sunday, September 6, 2026

ଆହେ ବ୍ରହ୍ମଦାରୁ କମଳା

ଆହେ ବ୍ରହ୍ମଦାରୁ କମଳା ବର ଚରଣରେ ଶରଣ ଦିଅ ଅତି ଅନାଥ ଭାସିଯାଏ ଅଥଳ ଅକୂଳ ଭଵ ଜଳରେ ଶ୍ରୀମନ୍ଦିର ଚୁଡା ନୀଳଚକ୍ରରେ ପତାକା ଲାଗି କରିବି ହାତ ଶିରରେ ଥୁଅ ଥକିଛି ବାଇଶି ପାହାଚ ତଳରେ

No comments:

Post a Comment