Wednesday, September 2, 2026

ଋଷି ଭୃଗୁଙ୍କ ପାଦକୁ ଧରିଲ ବିଶାଳ ବକ୍ଷରେ

ଋଷି ଭୃଗୁଙ୍କ ପାଦକୁ ଧରିଲ ବିଶାଳ ବକ୍ଷରେ ଶ୍ରୀରାଧାଙ୍କ ପାଦକୁ ଥୋଇଲ ନିଜେ ମଥାରେ ମୋ ବେଳକୁ ଛଳନା କର ଅଧାଗଢା ବୋଲି ଲୁହ ନ ଗଡେ ଚକାଆଖି ମୋ ହୃଦ ବଥାରେ

No comments:

Post a Comment