Wednesday, August 26, 2026

ପ୍ରାଚୀ ଆକାଶରେ ଉଲ୍ଲସିତ

ପ୍ରାଚୀ ଆକାଶରେ ଉଲ୍ଲସିତ ଝୁଲଣ ପୂର୍ଣିମା ଶଶୀ ପ୍ରଣମେ ପଶ୍ଚିମ ଆକାଶରେ ଆରତି ବାଢେ ଅତି ସମ୍ଭ୍ରମରେ ଭାସ୍କର ଗରୁଡ ପଛରୁ ଭକ୍ତ ଆତ୍ମା ଉର୍ଦ୍ଧବାହୁ ହରି ବୋଲ ହୁଳହୁଳି ମୁନିଜନ ମାନସ ସରୋବରରେ ଚକାଆଖି କୁମୁଦ ପୁଷ୍କର

No comments:

Post a Comment