Sunday, August 30, 2026

ଜ୍ଞାନୀ ମାନୀଙ୍କର ସାଙ୍ଗରେ ବସିଲେ ହୋଇବୁ ଗୁଣିଆ

ଜ୍ଞାନୀ ମାନୀଙ୍କର ସାଙ୍ଗରେ ବସିଲେ ହୋଇବୁ ଗୁଣିଆ ଶ୍ରୀଜଗନ୍ନାଥଙ୍କୁ ହୃଦୟରେ ଥୋଇଲେ ହୋଇବୁ ନିର୍ଗୁଣ ଇନ୍ଦ୍ରିୟ ବିକାରଙ୍କର ସଙ୍ଗ ତେଜିଲେ ହୋଇବୁ ବୈଷ୍ଣବ ଆତ୍ମା ଛୁଇଁବ ବାସୁଦେବ ବ୍ରହ୍ମଦାରୁଙ୍କର ଅଭୟ ଚରଣ 🪔🪔🪔

No comments:

Post a Comment