Monday, August 17, 2026

ପହଣ୍ଡି ବିଜୟ ବେଶ ଶୋଭାକୁ ସ୍ମରଣ କରି ତୋଳିଲି ତୁଳସୀ

ପହଣ୍ଡି ବିଜୟ ବେଶ ଶୋଭାକୁ ସ୍ମରଣ କରି ତୋଳିଲି ତୁଳସୀ ବିଷ୍ଣୁ ବିଳାସିନୀ ମା କମଳା ରୂପ ସ୍ମରଣ କରି ତୋଳିଲି କମଳ ସଞ୍ଚିତ ପୂଣ୍ୟ କଦଳୀ ପଟୁଆରେ ଚତୃର୍ଦ୍ଧାକୁ ଚାହିଁ ଗୁନ୍ଥିଲି ମାଳ ନୟନ ଜଳରେ ଭିଜି କାନ୍ଦେ ରାମ ପିନ୍ଧି କୃଷ୍ଣ ରଖ ପାଦ ତଳ

No comments:

Post a Comment