Saturday, August 29, 2026

ଶରୀର ବୃକ୍ଷ ଡାଳରେ ଆତ୍ମା କଳା ଶାରୀ

ଶରୀର ବୃକ୍ଷ ଡାଳରେ ଆତ୍ମା କଳା ଶାରୀ ସର୍ବଦା ରମୁଥାଏ ହରେ କୃଷ୍ଣ ହରେ ରାମ ଦୁର୍ଲଭ ମନୁଷ୍ୟ ଲାଭ କରି ଜୀବ ଅଜ୍ଞାତ ଅନାହତ ଘଣ୍ଟା ଧ୍ୱନୀ ସୋ ଅହଂ ସୋ ଅହଂ

No comments:

Post a Comment