Tuesday, August 18, 2026

ହୃଦୟ କମଳରେ ଚିନ୍ତିଲି ଅଧାଗଢା ଛନ୍ଦା ଚରଣ

ହୃଦୟ କମଳରେ ଚିନ୍ତିଲି ଅଧାଗଢା ଛନ୍ଦା ଚରଣ ଜଗନ୍ନାଥ ଚନ୍ଦନ ଅର୍ଗଳୀରେ ଗୁନ୍ଥିଲି ଭକତି ମାଳା ପ୍ରତି ଶବ୍ଦକୁ ଛୁଇଁବେକି ମୋହନ ବଂଶୀ ଭାବରେ ଚାରି ଧାଡିରେ ଗାଇଲେ ରୋମାଞ୍ଚିତ ଚକାଡୋଳା

No comments:

Post a Comment