Sunday, August 16, 2026

ଭ୍ରୂଲତା ମଧ୍ୟରେ ବଢିଗଲେ ଚନ୍ଦନ ଠୋପାର ବ୍ୟାସ

ଭ୍ରୂଲତା ମଧ୍ୟରେ ବଢିଗଲେ ଚନ୍ଦନ ଠୋପାର ବ୍ୟାସ ବନମାଳୀ ହୁଅନ୍ତି ଘୋଷ ଯାତ୍ରା ପହଣ୍ଡି ବିଜୟ ବେଶ ମହାଲକ୍ଷ୍ମୀ ଚାହାଁନ୍ତି କଣେଇ କଣେଇ ଚକାଡ଼ୋଳାଙ୍କୁ ସର୍ବ ଦୁଃଖ ହରା ସୁଖ ଭରା ପତିତପାବନ ସ୍ମିତ ହସ

No comments:

Post a Comment