Wednesday, August 19, 2026

ଯାହାଙ୍କ ନାଭି କମଳରୁ ସୃଷ୍ଟି

ଯାହାଙ୍କ ନାଭି କମଳରୁ ସୃଷ୍ଟି ଏହି ମଧୁମୟ ଅଖିଳ ସଂସାର ଯାହାଙ୍କ କମଳ ଚରଣରେ କମଳିନୀର ସର୍ବଦା ପରମ ପ୍ରୀତି ଯାହା ଲେଖନୀରେ ଉଛୁଳା ଅମୃତ ଭାଣ୍ଡ ଶ୍ରୀଗୀତଗୋବିନ୍ଦ ଆତ୍ମା ଶାରୀ ଲୋ ତାଙ୍କରି ଚକାଡ଼ୋଳାକୁ ଝୁରଇ ଦିନ ରାତି

No comments:

Post a Comment