Monday, August 24, 2026

ସେଥି ଲାଗି ମୁହିଁ ତୁମ୍ଭରି ଚକାଡୋଳାଙ୍କୁ ଚାହେଁନା

ସେଥି ଲାଗି ମୁହିଁ ତୁମ୍ଭରି ଚକାଡୋଳାଙ୍କୁ ଚାହେଁନା ମନ ଚୋରି କରିଛ ମୋର ଆତ୍ମା ଚୋରି କରିନେବ ନ ଚାହିଁଲେ ନ ଚିନ୍ତିଲେ ତୁମ୍ଭଙ୍କୁ ମୁଁ ରହିବି ନ ପାରେ ବୁଝିଲିଣି ଅଧାଗଢା ଛନ୍ଦା ପାଦକୁ ଝୁରି ଜୀବନ ଯିବ

No comments:

Post a Comment