Thursday, August 20, 2026

ବିଷ୍ଣୁ ବିଷ୍ଣୁ ଉଚ୍ଚାରିଣ ତୋଳିଲି ତୁଳସୀ

ବିଷ୍ଣୁ ବିଷ୍ଣୁ ଉଚ୍ଚାରିଣ ତୋଳିଲି ତୁଳସୀ ଲକ୍ଷ୍ମୀ ଲକ୍ଷ୍ମୀ ଉଚ୍ଚାରି ତୋଳିଲି କମଳ ସତେ କିବା ପଡିବ ଚକାଡୋଳା ଦୃଷ୍ଟି ତରିବି ଭଵ ସାଗର ନାଉରି ନନ୍ଦବାଳ

No comments:

Post a Comment