Tuesday, August 25, 2026

ଯିଏ ଦେଖିଦେଲା ଶ୍ରୀପୁରୁଷୋତ୍ତମ ଚକାଡ଼ୋଳାଙ୍କୁ

ଯିଏ ଦେଖିଦେଲା ଶ୍ରୀପୁରୁଷୋତ୍ତମ ଚକାଡ଼ୋଳାଙ୍କୁ ଉର୍ଦ୍ଧ୍ୱକୁ ବାହୁ ତୋଳି ବୋଲେ ଜୟ ଜଗନ୍ନାଥ ଜୟ କିଏ କାଳେ ଭାବ ଭକତିରେ ବାନ୍ଧି ବୋହି ନେବ ନିଆଶ୍ରା ହେବ ରାମ ହେ କୃଷ୍ଣ ରଖ ପାଦ ଅଭୟ

No comments:

Post a Comment