Monday, August 24, 2026

ତୁମ୍ଭଠାରୁ ଆଉ ବଡ ଲୋଭି ଦେଖିନି

ତୁମ୍ଭଠାରୁ ଆଉ ବଡ ଲୋଭି ଦେଖିନି ହେ ମହାବାହୁ ବ୍ରହ୍ମଦାରୁ ଚକାଡୋଳା ମାଆ ଚକ୍ଷୁ ପଣତରେ ଯେତେ ସ୍ନେହଁ ରୁକ୍ମଣୀ ହୃଦୟରେ ସେତିକି ବୋଳା

No comments:

Post a Comment