Friday, August 21, 2026

ହରେ କୃଷ୍ଣ ହରେ କୃଷ୍ଣ ଜପ ଆଶ୍ରା କରି

ହରେ କୃଷ୍ଣ ହରେ କୃଷ୍ଣ ଜପ ଆଶ୍ରା କରି କେତେ ଜୀବନ ଝଡ଼ ହୋଇଲିଣି ବୁଢା ଛନ୍ଦା ପାଦ ଛୁଇଁବାକୁ ମନେ ବଡ ଆଶା ଅପଲକ କୃପାଦୃଷ୍ଟି ରଖିଥିବ ଅଧାଗଢା

No comments:

Post a Comment