Thursday, August 27, 2026

ଚକାଡ଼ୋଳାରେ ଯିଏ ବି ନଜର ମିଳେଇଲା

ଚକାଡ଼ୋଳାରେ ଯିଏ ବି ନଜର ମିଳେଇଲା ଗାଇ ଗାଇ ବୁଲିଲା ବ୍ରହ୍ମଦାରୁଙ୍କ ଭାବ ମିଠା ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଯିଏ ଉଚ୍ଚରିଲା କହି ବୁଲିଲା ଜଗନ୍ନାଥ ମୁକ୍ତି କୈବଲ୍ୟ ପିଠା

No comments:

Post a Comment