Wednesday, August 19, 2026

ଅନ୍ନ ଜଳ ବାୟୁ ସକଳ ଜୀବ ପିଣ୍ଡ ପ୍ରାଣ

ଅନ୍ନ ଜଳ ବାୟୁ ସକଳ ଜୀବ ପିଣ୍ଡ ପ୍ରାଣ ଅଖିଳ ଜୀବଙ୍କ ହୃଦରେ ଆତ୍ମା ନାରାୟଣ ପିଣ୍ଡ ଓଲଟ ବୃକ୍ଷ ବିଜ୍ଞାନ ଜୀବଙ୍କୁ ଅଜ୍ଞାତ ଫଳ ଭୁଞ୍ଜନ୍ତି ଭୁଲି ଅଭୟ ଛନ୍ଦା ଚରଣ

No comments:

Post a Comment