Sunday, August 23, 2026

ନୟନ ପଥରେ ସ୍ଥାପିଲି ଚକାଡୋଳା ପତିତପାବନ

ନୟନ ପଥରେ ସ୍ଥାପିଲି ଚକାଡୋଳା ପତିତପାବନ କର୍ଣ୍ଣ ପଥରେ ସ୍ଥାପିଲି ଶ୍ରୀମଦଭାଗବତ ଶ୍ରବଣ ସୁଧା ହୃଦୟ କମଳ କେଶରରେ ସ୍ଥାପିଲି ଶ୍ରୀଛନ୍ଦା ଚରଣ ଆତ୍ମା ଉଦ୍ଧରିବେ ଶ୍ରୀଧର ଆଡେଇ ସର୍ବ ଭଵ ବାଧା

No comments:

Post a Comment