Thursday, August 27, 2026

ଶୁଦ୍ର କୁଳରେ ଜନ୍ମ ଦେଲ ଏହି ମହା ପାତକୀକୁ

ଶୁଦ୍ର କୁଳରେ ଜନ୍ମ ଦେଲ ଏହି ମହା ପାତକୀକୁ ବାମନ ବୋଲିଣ କହି ବ୍ରାହ୍ମଣ ନ କଲେ ଆଦର ହେ ପଦ୍ମନାଭ ଅଖିଳ ଜୀବନ ବଲ୍ଲଵ ବ୍ରହ୍ମଦାରୁ ମହାବାହୁ ସମଦର୍ଶୀ ଚକାଡୋଳା କର ଉଦ୍ଧାର

No comments:

Post a Comment