Sunday, August 16, 2026

ଇନ୍ଦ୍ରିୟ ଆଉ ବିକାରଙ୍କ ଅଭାଵ ପୂରଣ କରୁ କରୁ

ଇନ୍ଦ୍ରିୟ ଆଉ ବିକାରଙ୍କ ଅଭାଵ ପୂରଣ କରୁ କରୁ ବାଇଶିପାହାଚ ଚଢ଼ିବାକୁ ଅସମର୍ଥ ହେଲା ଶରୀର ବ୍ୟର୍ଥ ହେଲା ମୋର ଲଭିବା ଦୁର୍ଲଭ ମନୁଷ୍ୟ ଜନ୍ମ ଦିନେ ଏହି ପାପି ଶିର ନ ଛୁଇଁଲା ପାଦପଦ୍ମ ହରିର

No comments:

Post a Comment