Thursday, August 20, 2026

ହେ ଚକାଡୋଳା ତୁମ୍ଭର ନାହିଁ ଗୋଡ଼ ହାତ

ହେ ଚକାଡୋଳା ତୁମ୍ଭର ନାହିଁ ଗୋଡ଼ ହାତ ମୁହିଁ ଜାଣଇ ନାହିଁ ଭଵ ସାଗରରେ ପହଁରି ନବଧା ଭକ୍ତିରେ ତୁମ୍ଭେ ବାନ୍ଧି ହୋଇ ଯାଅ ମୁଁ ତରିଯିବି ତୁମ୍ଭେ ନୌକା ତୁମ୍ଭେ ନାଉରୀ

No comments:

Post a Comment