Sunday, August 30, 2026

ଜଗନ୍ନାଥଙ୍କର ଅପଲକ ଚକାଡୋଳା ଯୋଡିକ

ଜଗନ୍ନାଥଙ୍କର ଅପଲକ ଚକାଡୋଳା ଯୋଡିକ ରାମର ହାତ ଯୋଡିକ ଆଉ ଗୋଡ଼ ଯୋଡିକ ମହାବାହୁଙ୍କର ବାହୁତଳେ ବସିବାକୁ ମିଳିଲେ ଆତ୍ମା ଗୁନ୍ଥି ପକାଏ ଚାରି ପାଖୁଡା ଭାବ ଗୁଡିକ

No comments:

Post a Comment