Monday, August 31, 2026

ମୋର ଦୁଇ ଆଖିରେ ପିନ୍ଧିଲି

ମୋର ଦୁଇ ଆଖିରେ ପିନ୍ଧିଲି ଦୁଇ ଚକାଡ଼ୋଳା ଚଷମା ଯେଣେ ଚାହେଁ ତେଣେ କେବଳ ଦିଶଇ ବଡଦାଣ୍ଡ ବାଲି ବାଇଶି ପାହାଚକୁ କଲି ମୋର ଶିରରେ ଶ୍ରୀରାମ କଠଉ ଗରୁଡ ପଛରୁ ଉର୍ଦ୍ଧ୍ୱ ବାହୁ ଆତ୍ମା ଡାକେ ହରି ହରି ବୋଲି

No comments:

Post a Comment