Friday, August 21, 2026

ଯେଉଁ ନିମ୍ବ ବୃକ୍ଷ ଗଣ୍ଡିରେ ଶଙ୍ଖ ଚକ୍ର ପଦ୍ମ ଗଦା

ଯେଉଁ ନିମ୍ବ ବୃକ୍ଷ ଗଣ୍ଡିରେ ଶଙ୍ଖ ଚକ୍ର ପଦ୍ମ ଗଦା ତାହାରି ଛାୟାରେ ରାମର ଆତ୍ମା ସନ୍ତୋଷ ସଦା ଯେଉଁ ନିମ୍ବ ବୃକ୍ଷ ଡାଳରେ ଧଳା ପେଚାର ବସା ତାହାରି ବାହୁରେ ଦୋଳି ଝୁଲନ୍ତି କୃଷ୍ଣ ଶ୍ରୀରାଧା

No comments:

Post a Comment