Sunday, August 23, 2026

ଅଭାବ ହୋଇଲା ମୋତେଟି ବିଭବ

ଅଭାବ ହୋଇଲା ମୋତେଟି ବିଭବ ଆତ୍ମା ଛନ୍ଦା ଚରଣେ ବାନ୍ଧିଲା ଭାବ ଦର୍ଶନ ଦେଲେ ଶିର ଚରଣ ଛୁଇଁବ ସାର୍ଥକ ହୋଇବ ନର ଜନ୍ମ ଦୁର୍ଲଭ

No comments:

Post a Comment