Wednesday, August 19, 2026

ନୀଳ ନିର୍ମଳ ଆକାଶରେ ଆରେ ହଂସ ଦଳ

ନୀଳ ନିର୍ମଳ ଆକାଶରେ ଆରେ ହଂସ ଦଳ ଯାଉଛ କି ମାତା ପିତା ପରମ ହଂସ ପୁରକୁ ଇନ୍ଦ୍ରିୟ ବିକାରଙ୍କ କବଳରୁ ମୁକୁଳେଇ ଦିଅ ତୁମ୍ଭ ସଙ୍ଗେ ଆତ୍ମା ଉଡିଯିବ ନୀଳକନ୍ଦରକୁ

No comments:

Post a Comment