Saturday, August 22, 2026

ଜ୍ଞାନ ବୋଲେ କର୍ମ ଆମେ ମିଶି ଶ୍ରୀକ୍ଷେତ୍ର ଯିବା

ଜ୍ଞାନ ବୋଲେ କର୍ମ ଆମେ ମିଶି ଶ୍ରୀକ୍ଷେତ୍ର ଯିବା ଗରୁଡ ପଛରେ ରହି ପରବ୍ରହ୍ମଙ୍କୁ ଦର୍ଶନ କରିବା ଦେହ ବୋଲେ ବାରବୁଲା ମନକୁ ବୁଝେଇ ଦିଅ ବ୍ରହ୍ମଦାରୁ ଅଧାଗଢାଙ୍କ ଚରଣରେ ସଦା ବସିଥିବା

No comments:

Post a Comment