Wednesday, August 26, 2026

ପୂର୍ବ ଅଶେଷ ପାତକରୁ ଶୂଦ୍ର କୁଳରେ ଜନ୍ମ ଲାଭ କରି

ପୂର୍ବ ଅଶେଷ ପାତକରୁ ଶୂଦ୍ର କୁଳରେ ଜନ୍ମ ଲାଭ କରି ହେ ବ୍ରହ୍ମଦାରୁ ତୁମ୍ଭ ବିଶାଳ ବାହୁ ଛାଇରୁ ହେଲି ବଞ୍ଚିତ ତେଜି ନ ପାରଇ ମୂଢ଼ ଅଧାଗଢ଼ାଙ୍କ ଚରଣ ସ୍ପର୍ଶ ଲୋଭ ହେ ଚକାଡୋଳା ମୋର ଭାବରୁ ଘେନିବ କିଛି ନିଶ୍ଚିତ

No comments:

Post a Comment