Thursday, August 20, 2026

ଦାରିଦ୍ର୍ୟ ଦୁଃଖ ଲୁହ ବିନ୍ଦୁ ସବୁ ହୁଏ ହୀରା ମୋତି

ଦାରିଦ୍ର୍ୟ ଦୁଃଖ ଲୁହ ବିନ୍ଦୁ ସବୁ ହୁଏ ହୀରା ମୋତି ସୂର୍ଯ୍ୟ ସୁଧାକର ଚକାଆଖିଙ୍କୁ ଥରେ ଦେଲେ ଚାହିଁ ଜନନୀ କମଳା କୋଳରେ ଶିର ରଖି ଶୋଇଲେ ଅଧାଗଢାଙ୍କର ଛନ୍ଦା ଚରଣରେ ରାତି ଯାଏ ପାହି

No comments:

Post a Comment